Jump to content

ପ୍ରିୟମାଣ

ଉଇକିଅଭିଧାନ‌ରୁ

ପ୍ରିୟମାଣ

ଉଚ୍ଚାରଣ

[ସମ୍ପାଦନା]
(ପ୍ରିୟମାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରୀ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ପ୍ରେମ ଯୁକ୍ତା; ସ୍ନେହମୟ — ୧. Affectionate.
୨. ସନ୍ତୋଷ କାରକ —୨. Endearing; pleasing.