Jump to content

ପ୍ରିୟମ୍ୱଦ

ଉଇକିଅଭିଧାନ‌ରୁ

ପ୍ରିୟମ୍ୱଦ

ଉଚ୍ଚାରଣ

[ସମ୍ପାଦନା]

(ପ୍ରୟଂ ବଦ—ଅନ୍ୟରୂପ)

(ପ୍ରିୟମ୍ୱଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରିୟଂ+ବଦ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ପ୍ରିୟ ଭାଷୀ —୧. Speaking sweet words.
୨. ଗନ୍ଧର୍ବ ବିଶେଷ — ୨. Name of a Gandharba.

[ଦ୍ରଷ୍ଟବ୍ୟ — ସଂସ୍କୃତ ବ୍ୟାକରଣ ନିୟମାନୁସାରେ 'ପ୍ରିୟଂବଦ' ଶବ୍ଦ ଶୁଦ୍ଧ ପ୍ରକୃତିବାଦ ପ୍ରଭୃତି ଅଭିଧାନରେ ଏହା 'ପ୍ରିୟମ୍ୱଦ' ଆକାରରେ ଦେଖାଯାଏ 'ବଦ୍'ଧାତୁର 'ବ' ଅବର୍ଗ୍ୟ ଅବର୍ଗ୍ୟ ବର୍ଣ୍ଣ ପରେ ଥିଲେ 'ମ୍' ସ୍ଥାନରେ କେବଳ ଅନୁସାରେ ହୁଏ ବର୍ଗ୍ୟ ବର୍ଣ୍ଣ ପରେ ଥିଲେ ଅନୁସାରେ ଓ ବିକଳ୍ପରେ ପରବର୍ତ୍ତୀ ବର୍ଣ୍ଣର ପଞ୍ଚମ ବର୍ଣ୍ଣ ହୁଏ; ଅତଏବ ପ୍ରିୟମ୍ୱଦ ଆକାର ସଂସ୍କୃତ ବ୍ୟାକରଣର ନିୟମ ବିରୁଦ୍ଧ ]