Jump to content

ପ୍ରିୟମ୍ୱଦା

ଉଇକିଅଭିଧାନ‌ରୁ

ପ୍ରିୟମ୍ୱଦା

ଉଚ୍ଚାରଣ

[ସମ୍ପାଦନା]

(ପ୍ରିୟଂବଦା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ରିୟମ୍ୱଦ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପ୍ରିୟ ଭାଷିଣୀ ସ୍ତ୍ରୀ —୧. A sweet-speaking woman.
୨. କର୍ଣ୍ଣମୁନିପାଳିତା ଶକୁନ୍ତଳାଙ୍କ ସଖୀବିଶେଷ — ୨. Name of a female companion of Ṡakuntaḻā.
୩. ଦ୍ୱାଦଶାକ୍ଷରଯୁକ୍ତ ଛନ୍ଦୋବିଶେଷ — ୩. A metre having ୧୨ letters in each foot.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପ୍ରିୟମ୍ୱଦର ସ୍ତ୍ରୀଲିଙ୍ଗ — Feminine of Priyambada.