Jump to content

ପ୍ରିୟାମ୍ୱୁ

ଉଇକିଅଭିଧାନ‌ରୁ

ପ୍ରିୟାମ୍ୱୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ପ୍ରିୟ+ଅମ୍ୱୁ)

[ସମ୍ପାଦନା]
୧. ଜଳ ଯେଉଁ ବ୍ୟକ୍ତିର ଅତିପ୍ରିୟ —୧. Very fond of water.
୨. ଯହିଁର ଜଳ ସୁଆଦୁ — ୨. Having sweet water.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆମ୍ୱ ଗଛ ଓ ଫଳ (ହିନ୍ଦୀ - ଶ) — Mango tree and fruit.