Jump to content

ପ୍ରିୟ ଦର୍ଶନ

ଉଇକିଅଭିଧାନ‌ରୁ

ପ୍ରିୟ ଦର୍ଶନ

ଉଚ୍ଚାରଣ

[ସମ୍ପାଦନା]
(ପ୍ରିୟଦର୍ଶନା—ସ୍ତ୍ରୀ) 

(ପ୍ରିୟଦର୍ଶୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପ୍ରିୟ+ଦର୍ଶନ)

[ସମ୍ପାଦନା]

ସୁଦୃଶ୍ୟ; ରମ୍ୟ; ସୁନ୍ଦର — Charming; beautiful; lovely; handsome; good looking.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୁକପକ୍ଷୀ —୧. Parrot.
୨. କ୍ଷୀରକୋଳି ଗଛ —୨. A berry-bearing tree-bearing tree; Mimusopi Kanki.
୩. ଏକପ୍ରକାର ଖଜୁରୀ ଗଛ — ୩. A kind of data tree (Apte).
୪. (ନାମ) ଗନ୍ଧର୍ବକୁମାରବିଶେଷ —୪. Name of a prince of the Gandharbas (Apte).