ପ୍ରିୟ ବଚନ
(ପ୍ରିୟବଚନା—ସ୍ତ୍ରୀ)
ମଧୁରବାକ୍ୟ; ମିଷ୍ଟକଥା — Sweet or coaxing words.
ମଧୁରବାକ୍ୟ ପ୍ରୟୋଗକାରୀ — Speaking sweet words.