Jump to content

ପ୍ରିୟ ବ୍ରତ

ଉଇକିଅଭିଧାନ‌ରୁ

ପ୍ରିୟ ବ୍ରତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରିୟବ୍ରତା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପ୍ରିୟ+ବ୍ରତ)

ଯେଉଁ ବ୍ୟକ୍ତି ବ୍ରତ ପାଳନ କରିବାକୁ ସୁଖ ପାଏ (ହିନ୍ଦୀ - ଶ) —Fond of observing religious Vow.

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ସ୍ୱାୟଂଭୁବ ମନୁଙ୍କର ଏକ ପୁତ୍ର ଓ ଉତ୍ତାନ— ପାଦଙ୍କ ଭାଇ —Name of a son of Swāyaṁbhuba manu.

[ଦ୍ରଷ୍ଟବ୍ୟ — ପୁରାଣ ମତରେ ଏହାଙ୍କ ରଥ ଚାଳନରେ ଭୂମିରେ ଯେଉଁ ଗର୍ତ୍ତ ହୋଇଥିଲା ତାହା ପରେ ସମୁଦ୍ର ପାଲଟି ଗଲା— ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷଙ୍କ ନାମ — A name given to males.