ପ୍ରୀ
ଦେଖଣା
ପ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପ୍ରୀ ଧାତୁ+ଭାବ. କ୍ୱିପ୍)
[ସମ୍ପାଦନା]- ୧. ପ୍ରୀତି; ପ୍ରେମ (ହିନ୍ଦୀ - ଶ) — ୧. Love; attachment.
- ୨. କାନ୍ତି; ଔଜ୍ଜ୍ୱଲ୍ୟ (ହିନ୍ଦୀ - ଶ) — ୨. Lustre; radiance.
- ୩. ଇଚ୍ଛା (ହିନ୍ଦୀ - ଶ) —୩. Desire; wish.
- ୪. ତୃପ୍ତି; ସନ୍ତୋଷ (ହିନ୍ଦୀ - ଶ) — ୪. Satisfaction; contentment.
- ୫. ତର୍ପଣ (ହିନ୍ଦୀ - ଶ) —୫. Gratification; oblation of water to the manes of one's deceased ancestors.