Jump to content

ପ୍ରୀତ

ଉଇକିଅଭିଧାନ‌ରୁ

ପ୍ରୀତ

ଉଚ୍ଚାରଣ

[ସମ୍ପାଦନା]

(ପ୍ରୀତି—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ—(ପ୍ରୀ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଆନନ୍ଦିତ; ଆହ୍ଲାଦିତ —୧. Pleased; glad.
୨. ସୁଖୀ —୨. Happy.
୩. ସନ୍ତୁଷ୍ଟ; ତୃପ୍ତ —୩. Satisfied.
୪. ପ୍ରିୟ —୪. Deer; beloved.
୫. ପ୍ରୀତିଯୁକ୍ତ; ସ୍ନେହଯୁକ୍ତ —୫. Loving; affectionate.