Jump to content

ପ୍ରୀତି

ଉଇକିଅଭିଧାନ‌ରୁ

ପ୍ରୀତି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ପ୍ରୀ ଧାତୁ+ଭାବ. ତି)

[ସମ୍ପାଦନା]
୧. ଆନନ୍ଦ; ତୃପ୍ତି; ଇଷ୍ଟ ବସ୍ତୁ ପାଇବା ବା ଦେଖିବାଜନିତ ସୁଖ — ୧. Joy; gladness; happiness.
୨. ସନ୍ତୋଷ —୨. Satisfaction; contentment.
୩. ସୁଖ —୩. Happiness.
୪. ପ୍ରେମ; ପ୍ରଣୟ —୪. Love.
୫. ଅନୁରାଗ; ସ୍ନେହ —୫. Affection.
୬. କାମଦେବଙ୍କର ପତ୍ନୀବିଶେଷ — ୬. One of the wives of God Cupid.

[ଦ୍ରଷ୍ଟବ୍ୟ —ଏ ଜନ୍ମାନ୍ତରରେ ଅନଙ୍ଗବତୀ ନାମ୍ନୀ ବେଶ୍ୟା ଥିଲେ ଏବଂ ବିଭୂତି ଦ୍ୱାଦଶ ବ୍ରତ କରି ପରଜନ୍ମରେ କାମଦେବଙ୍କ ପତ୍ନୀ ହେଲେ—ହିନ୍ଦୀ - ଶ]

୭. (ଜ୍ୟୋତିଷ) ବିଷ୍ଣୁମ୍ଭାଦି ୨୭: ଯୋଗ ମଧ୍ୟରୁ ଦ୍ୱିତୀୟ ଯୋଗ — ୭. (astronomy) One of the ୨୭ astronomical conjunctions.

[ଦ୍ରଷ୍ଟବ୍ୟ —ଏହା ଏକ ଶୁଭକର ଯୋଗ; ଏଥିରେ ଜନ୍ମ ହେବା ବ୍ୟକ୍ତି ନୀରୋଗ, ସୁଖୀ, ବିଦ୍ୱାନ ଓ ଧନୀ ହୁଏ—ହିନ୍ଦୀ - ଶ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରପୁରୁଷ ଓ ପରସ୍ତ୍ରୀ ମଧ୍ୟରେ ଗୁପ୍ତ ପ୍ରେମ — Secret love between a male and a female who are not married to each other.