Jump to content

ପ୍ରୀତିଦ

ଉଇକିଅଭିଧାନ‌ରୁ

ପ୍ରୀତିଦ

ଉଚ୍ଚାରଣ

[ସମ୍ପାଦନା]

ପ୍ରୀତିଦା, ପ୍ରୀତିଦାୟିକା, ପ୍ରୀତିଦାୟିନୀ, ପ୍ରୀତିପ୍ରଦାସ୍ତ୍ରୀ

(ପ୍ରୀତିଦାୟକ, ପ୍ରୀତିଦାୟୀ, ପ୍ରୀତିପ୍ରଦୃ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ରୀତି+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ବିଦୂଷକ — A jester; buffoor.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଆନନ୍ଦପ୍ରଦ — ୧. Giving joy.
୨. ସ୍ନେହଯୁକ୍ତ —୨. Affectionate; loving.