Jump to content

ପ୍ରୀତି କଉଶଳା

ଉଇକିଅଭିଧାନ‌ରୁ

ପ୍ରୀତି କଉଶଳା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷଣ - (ସଂସ୍କୃତ - ପ୍ରୀତି ଓ କୁଶଳା)

[ସମ୍ପାଦନା]

ପ୍ରୀତିରେ କୁଶଳା ବା ଚତୁରୀ; ପ୍ରୀତିନିପୁଣା; ଅତ୍ୟନ୍ତ ପ୍ରୀତିଶୀଳା —Expert in loving; very loving (woman).

ରାଜସୂତା ପ୍ରୀତି ବଉଶଳାକୁ ଚିଟାଉ—ଭଞ୍ଜ. ପ୍ରେମସୁଧାନିଧି