Jump to content

ପ୍ରୀତି ବର୍ଦ୍ଧନ

ଉଇକିଅଭିଧାନ‌ରୁ

ପ୍ରୀତି ବର୍ଦ୍ଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍) ପ୍ରଣୟର ବୃଦ୍ଧି — ୧. Increase of attachment or love.
୨. (ବହିବ୍ରୀହି) ବିଷ୍ଣୁଙ୍କର ଏକ ନାମ — ୨. An epithet of Bishṇu.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତୃପ୍ତିଦାୟକ —Pleasing.