Jump to content

ପ୍ରୁଫ୍ ରିଡିଙ୍ଗ୍

ଉଇକିଅଭିଧାନ‌ରୁ

ପ୍ରୁଫ୍ ରିଡିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ) (ଛାପାଖାନା ବ୍ୟବହୃତ ଶବ୍ଦ)

[ସମ୍ପାଦନା]

ଛାପାଖାନାରେ ଗାଲୀ ପ୍ରୁଫ୍ ଓ ପେଜ୍ ପ୍ରୁଫ୍ରେ ଥିବା ଭ୍ରମମାନଙ୍କ ସଂଶୋଧନ —Proof reading.

(ପ୍ରୁଫ୍ ଦେଖା, ପ୍ରୁଫ୍ ସଂଶୋଧନ—ଦେଶଜରୂପ)

[ଦ୍ରଷ୍ଟବ୍ୟ —କମ୍ପୋଜିଟର୍ମାନେ ଟାଇପ୍ ଜୋଡ଼ି ସାରିବା ପରେ ସେଥିରୁ ଯେଉଁ ଛାପ (ପ୍ରୁଫ୍) ନିଆଯାଏ, ସେ ପ୍ରୁଫ୍ମାନଙ୍କର ପ୍ରୁଫ୍ ରିଡ଼ର ଯେଉଁ ଭ୍ରମମାନ ଦେଖନ୍ତି ତାକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଚିହ୍ନ ବା ଠାରମାନ ଅଛି ସେହି ଠାରମାନ ଦେଖି କମ୍ପୋଜିଟର୍— ମାନେ ଟାଇପ୍ମାନ ବଦଳାଇ ଠିକ୍ ଟାଇପ୍ ବସାନ୍ତି]