Jump to content

ପ୍ରେକ୍ଷକ

ଉଇକିଅଭିଧାନ‌ରୁ

ପ୍ରେକ୍ଷକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଈକ୍ଷ ଧାତୁ=ଦେଖିବା+କର୍ତ୍ତୃ. ଅକ)

[ସମ୍ପାଦନା]

ଦର୍ଶକ; ପରିଦର୍ଶକ —Visiting; inspecting seeing.

(ପ୍ରେକ୍ଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଦର୍ଶକ ବ୍ୟକ୍ତି —Visitor.