Jump to content

ପ୍ରେକ୍ଷଣ

ଉଇକିଅଭିଧାନ‌ରୁ

ପ୍ରେକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରେକ୍ଷିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଇକ୍ଷ ଧାତୁ+ଭାବ. ଅନ; (ଆ)

[ସମ୍ପାଦନା]
୧. ଦର୍ଶନ; ଦେଖିବା —୧. Seeing.
୨. ପରିଦର୍ଶନ —୨. Insepecting.
୩. ପର୍ଯ୍ୟବେକ୍ଷଣ —୩. Observation.
୪. (+କରଣ. ଅନ) ଚକ୍ଷୁ; ଆଖି —୪. Eye.