Jump to content

ପ୍ରେକ୍ଷମାଣ

ଉଇକିଅଭିଧାନ‌ରୁ

ପ୍ରେକ୍ଷମାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଈକ୍ଷ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. (ପ୍ରେକ୍ଷମାଣା—ସ୍ତ୍ରୀ) ଦେଖୁଥିବା — ୧. Seeing; observing.
୨. ଦେଖା ଯାଉଥିବା —୨. Being seen.
୩. ଦୃଶ୍ୟମାନ —୩. Visible.