Jump to content

ପ୍ରେକ୍ଷା

ଉଇକିଅଭିଧାନ‌ରୁ

ପ୍ରେକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଈକ୍ଷ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଦର୍ଶନ; ଦୃଷ୍ଟି —୧. Seeing; sight.
୨. ପର୍ଯ୍ୟବେକ୍ଷଣ —୨. Observation.
୩. ତୀକ୍ଷ୍ଣ ବୁଦ୍ଧି; ପ୍ରଜ୍ଞା —୩. Intellect; understanding.
୪. ବିମୃଶ୍ୟକାରିତା —୪. Prudence; foresight.
୫. ନୃତ୍ୟ ଦର୍ଶନ —୫. Seeing a dance.
୬. ବୃକ୍ଷର ଶାଖା —୬. Branch of a tree.
୭. (+କର୍ମ. ଅ) ଶୋଭା (ହିନ୍ଦୀ - ଶ) — ୭. Grace; beauty.