ପ୍ରେକ୍ଷାଗାର
ଦେଖଣା
ପ୍ରେକ୍ଷାଗାର
ଉଚ୍ଚାରଣ
[ସମ୍ପାଦନା](ପ୍ରେକ୍ଷାଗୃହ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରେକ୍ଷା+ଆଗାର)
[ସମ୍ପାଦନା]- ୧. ରାଜାଙ୍କର ମନ୍ତ୍ରଣାଗାର — ୧. A king's council chamber.
- ୨. ନୃତ୍ୟଶାଳା; ନାଚଖାନା; ନାଟମନ୍ଦିର — ୨. Theatre hall; dancing saloon; ball-room.
- ୩. ମାନମନ୍ଦିର; ପର୍ଯ୍ୟବେକ୍ଷଣ ଗୃହ —୩. Observatory.
- ୪. ରଙ୍ଗାଳୟ; ରଙ୍ଗଭୂମି —୪. Stage; theatre.
- ୫. ଦର୍ଶକମାନେ ବସି ଯାତ୍ରାଆଦି ଦେଖିବା ନିମନ୍ତେ ସ୍ତର ସ୍ତର ହୋଇ ସଜ୍ଜିତ ଆସନ—ପଙ୍କ୍ତି—ଯୁକ୍ତ ଗୃହ; ଗାଲେରୀ — ୫. Amphitheatre; gallery.