ପ୍ରେଙ୍ଖଣ
ଦେଖଣା
ପ୍ରେଙ୍ଖଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଇଂଖ୍ ଧାତୁ=ଗମନ କରିବା+ଭାବ. ଅନ)
[ସମ୍ପାଦନା]- ୧. ଚଳନ; ଗମନ — ୧. Walking; movement.
- ୨. ନିରୁଦ୍ଦେଶ୍ୟଭାବରେ ଭ୍ରମଣ କରିବା —୨. Wandering.
- ୩. ଦୋଳିବା; ଦୋହୋଲିବା — ୩. Swinging; rocking.
- ୪. ପ୍ରବେଶ କରିବା —୪. Entering.
- ୫. ନୀଚଶ୍ରେଣୀୟ ନାୟକବିଶିଷ୍ଟ ଏକାଙ୍କଯୁକ୍ତ ବୀରରସପ୍ରଧାନ ରୂପକ ନାଟକବିଶେଷ —୫. A minor drama in one act.