Jump to content

ପ୍ରେଙ୍ଖିତ

ଉଇକିଅଭିଧାନ‌ରୁ

ପ୍ରେଙ୍ଖିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଇଂଖ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଦୋଳିତ; କମ୍ପିତ; ଚାଳିତ — Swinging; trembling; vibrating.