ପ୍ରେତପୁର
ପ୍ରେତପୁରୀ, ପ୍ରେତବାସ, ପ୍ରେତଲୋକଅନ୍ୟରୂପ
ଯମାଳୟ; ଯମପୁର — The abode of J̄ama.
[ଦ୍ରଷ୍ଟବ୍ୟ —ମୃତ୍ୟୁର ଏକବର୍ଷ ଅର୍ଥାତ୍ ସପିଣ୍ଡୀକରଣ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ପ୍ରେତ ଏହିଠାରେ ରହେ]