ପ୍ରେତଶ୍ରାଦ୍ଧ
(ପ୍ରେତମେଧ—ଅନ୍ୟରୂପ)
ପ୍ରେତ ଉଦ୍ଦେଶ୍ୟରେ କରାଯିବା ଶ୍ରାଦ୍ଧ — Funeral oblations made to the departed soul.
[ଦ୍ରଷ୍ଟବ୍ୟ —ଏହା ମୃତ୍ୟୁର ପର ଦିନଠାରୁ ଏକ ବରଷ ମଧ୍ୟରେ ସପିଣ୍ଡୀକରଣ ପର୍ଯ୍ୟନ୍ତ କରିବାକୁ ହୁଏ ଓ ଏଥିରେ ସଂଖ୍ୟା ୧୫: ଟି]