ପ୍ରେତୋନ୍ମଦ
ଡାହାଣୀ ଲାଗିବା ରୋଗ; ଉନ୍ମଦରୋଗବିଶେଷ — Possession by an evil spirit; a kind of insanity.
[ଦ୍ରଷ୍ଟବ୍ୟ —ଏ ରୋଗୀର ଶରୀର କମ୍ପେ, ରୋଗୀ ଖିଆପିଆ ଛାଡ଼ିଦିଏ, ରୋଗୀର ଦୀର୍ଘଶ୍ୱାସ ହୁଏ, ରୋଗୀ ଘରୁ ପଳାଇ ଯାଏ ଓ ଖୁବ୍ ପାଟି କରେ ଓ ଲୋକଙ୍କୁ ଗାଳିଦିଏ—ହିନ୍ଦୀ - ଶ]