ପ୍ରେତ କର୍ମ
ପ୍ରେତ କାର୍ଯ୍ୟ, ପ୍ରେତ କୃତ୍ୟ, ପ୍ରେତ କ୍ରିୟାଅନ୍ୟରୂପ]
ମୃତ ବ୍ୟକ୍ତିର ପ୍ରେତ ମୋକ୍ଷ ଲାଭ କରିବା ଉଦ୍ଦେଶ୍ୟରେ କରାଯିବା କ୍ରିୟା; ଶବଦାହଠାରୁ ସପିଣ୍ଡୀକରଣ ପର୍ଯ୍ୟନ୍ତ କରାଯିବା କାର୍ଯ୍ୟ; ଅନ୍ତ୍ୟେଷ୍ଟି କ୍ରିୟା —Obsequal rites; funeral rites.