Jump to content

ପ୍ରେତ ଦେହ

ଉଇକିଅଭିଧାନ‌ରୁ

ପ୍ରେତ ଦେହ

ଉଚ୍ଚାରଣ

[ସମ୍ପାଦନା]

(ପ୍ରେତ ଶରୀର—ଅନ୍ୟରୂପ)

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]

ମରିବା ପରକ୍ଷଣରୁ ସପିଣ୍ଡୀକରଣ ପର୍ଯ୍ୟନ୍ତ ମୃତବ୍ୟକ୍ତିର ଆତ୍ମା ଧାରଣ କରିବା ରୂପ — The ghostly form assumed by the soul of a dead person before the completion of his or her obsequal rites.