ପ୍ରେତ ପକ୍ଷ
ପିତୃପକ୍ଷ; ଆଶ୍ୱିନ କୃଷ୍ଣପକ୍ଷ — The dark fortnight of the month of Āṡwina.
[ଦ୍ରଷ୍ଟବ୍ୟ —ଏହି ପକ୍ଷରେ ପ୍ରତିଦିନ ପିତୃଲୋକଙ୍କୁ ତର୍ପଣ କରାଯାଏ ଓ ପାର୍ବଣ ତିଥିରେ ମହାଳୟା ଶ୍ରାଦ୍ଧ କରାଯାଏ]