ପ୍ରେମକାଙ୍କ୍ଷୀ
(ପ୍ରେମକାଡ଼ିଣୀ—ସ୍ତ୍ରୀ)
ଯେ ଅନ୍ୟର ପ୍ରେମ ପାଇବାକୁ ଇଚ୍ଛା— କରେ —Having a desire to be loved; desiring the love of another.