Jump to content

ପ୍ରେମା

ଉଇକିଅଭିଧାନ‌ରୁ

ପ୍ରେମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରିୟ+ଇମଣ୍; ପ୍ରେମନ୍ ଶବ୍ଦ)

[ସମ୍ପାଦନା]
୧. ସ୍ନେହ; ପ୍ରଣୟ — ୧. Love; affection.

ନନ୍ଦ ନନ୍ଦନ ପ୍ରେମା ସ୍ନେହରେ ନୁହେଁ ଜମା କବିସୂର୍ଯ୍ୟ. କିଶୋରଚମ୍ଫୂ ନ ଗୀତ

୨. ବାସବ; ଇନ୍ଦ୍ର —୨. Indra.
୩. ବାୟୂ —୩. Wind.