Jump to content

ପ୍ରେମାତୁର

ଉଇକିଅଭିଧାନ‌ରୁ

ପ୍ରେମାତୁର

ଉଚ୍ଚାରଣ

[ସମ୍ପାଦନା]

(ପ୍ରେମାର୍ତ୍ତ—ଅନ୍ୟରୂପ)

(ପ୍ରେମାତୁରା; ପ୍ରେମାର୍ତ୍ତ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍;ପ୍ରେମ+ଆତୁର)

[ସମ୍ପାଦନା]

ପ୍ରେମ ଯୋଗୁଁ ହିତାହିତ ବିବେଚନାଶୂନ୍ୟ — Made in love.