ପ୍ରେମାନୁରକ୍ତ
(ପ୍ରେମାସକ୍ତ—ଅନ୍ୟରୂପ)
ପ୍ରେମାନୁରକ୍ତି, ପ୍ରେମାସକ୍ତିବି
ପ୍ରେମଦ୍ୱାରା ବଶୀଭୂତ —Fallen in love; affectionary devoted.
[ଦ୍ରଷ୍ଟବ୍ୟ —ଏହିପରି ପ୍ରେମାର୍ଣ୍ଣବ, ପ୍ରେମାଭିଳାଷିଣୀ, ପ୍ରେମାନୁରାଗ, ପ୍ରେମାନୁରୂପ ଆଦି ଶବ୍ଦ ହୁଏ]