Jump to content

ପ୍ରେମାଲିଙ୍ଗନ

ଉଇକିଅଭିଧାନ‌ରୁ

ପ୍ରେମାଲିଙ୍ଗନ

ଉଚ୍ଚାରଣ

[ସମ୍ପାଦନା]

ପ୍ରେମାଲିଙ୍ଗିତ—ପୁଂ,ପ୍ରେମାଲିଙ୍ଗିତା—ସ୍ତ୍ରୀବିଣ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ପ୍ରେମ+ଆଲିଙ୍ଗନ)

[ସମ୍ପାଦନା]
୧. ସ୍ନେହବଶତଃ ଆଲିଙ୍ଗନ — ୧. Affectionate embrace.
୨. ପ୍ରେମିକ ପ୍ରେମିକାଙ୍କର ପ୍ରଣୟ ଘଟିତ ଆଲିଙ୍ଗନବିଶେଷ —A kind of amatory embrace.