ପ୍ରେମିକ
ଦେଖଣା
ପ୍ରେମିକ
ଉଚ୍ଚାରଣ
[ସମ୍ପାଦନା](ପ୍ରେମୀ—ଅନ୍ୟରୂପ)
ପ୍ରେମିକା, ପ୍ରେମିଣୀସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ. (ପ୍ରେମ+ଇକ)
[ସମ୍ପାଦନା]- ୧. ଅନୁରକ୍ତ; ପ୍ରଣୀୟ — ୧. Loving; attached to.
- ୨. ସ୍ନେହୀ —୨. Affectionate.
- ୩. ଭକ୍ତୀଶୀଳ —୩. Devoted.
- ୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ଯଥା— ବିଦ୍ୟାପ୍ରେମିକ; ପଣ୍ଡିତପ୍ରେମିକ)—ଯେ ଅମୁକ ବିଷୟ ବା ବ୍ୟକ୍ତିକୁ ଖୁବ ସ୍ନେହ କରେ; ଅନୁରାଗୀ — ୩. Having fondness or love for.