Jump to content

ପ୍ରେମ କରିବା

ଉଇକିଅଭିଧାନ‌ରୁ

ପ୍ରେମ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସ୍ତ୍ରୀ ପୁରୁଷ ପ୍ରତି ବା ପୁରୁଷ ସ୍ତ୍ରୀ ପ୍ରତି) ପ୍ରଣୟ କରିବା —୧. To love (said of a male or female towards one of the opposite sect).
୨. ଆନନ୍ଦ ଉପଭୋଗ କରିବା — ୨. To make merriment.
୩. ଭକ୍ତି କରିବା —୩. To love with devotion.