Jump to content

ପ୍ରେମ କଳହ

ଉଇକିଅଭିଧାନ‌ରୁ

ପ୍ରେମ କଳହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ପ୍ରେମିକଙ୍କ ମଧ୍ୟରେ କଳହ — ୧. Quarrels between lovers.
୨. ଥଟ୍ଟାରେ କଳିକଜିଆ —୨. Farcical quarrel; a show of quarrelling.