Jump to content

ପ୍ରେରଣ

ଉଇକିଅଭିଧାନ‌ରୁ

ପ୍ରେରଣ

ଉଚ୍ଚାରଣ

[ସମ୍ପାଦନା]

ପ୍ରେରିତ, ପ୍ରେରଣୀୟ, ପ୍ରେରିତବ୍ୟବିଣ

  • (file)

ସଂସ୍କୃତ - ବି—(ପ୍ର+ଈର୍ ଧାତୁ ଣିଚ୍ ପ୍ରେରି ଧାତୁ =ପଠାଇବା+ ଭାବ. ଅନ)

[ସମ୍ପାଦନା]
୧. ପଠାଇବା —୧. Sending; despatching.
୨. ନିୟୋଗ କରଣ; ନିୟୋଜନ — ୨. Engaging; directing.
୩. ଅଜ୍ଞା କରିବା —୩. Ordering,
୪. ପ୍ରୟୋଜକ —୪. Causing.

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ଭେଟି —Presents.