Jump to content

ପ୍ରେରଣା

ଉଇକିଅଭିଧାନ‌ରୁ

ପ୍ରେରଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପ୍ରେରଣ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପଠାଇବା — ୧. Sending.
୨. ପ୍ରବର୍ତ୍ତାଇବା —୨. Urging; inciting
୩. ପ୍ରବୃତ୍ତି —୩. Impulse.
୪. ଆଜ୍ଞା —୪. Conmmand; precept.