ପ୍ରେରିତ
ଦେଖଣା
ପ୍ରେରିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ପ୍ର+ଈର୍ ଧାତୁ. ଣିଚ୍+ତ)
[ସମ୍ପାଦନା]- ୧. ପଠାଯାଇଥିବା —୧. Sent; despatched; directed.
- ୨. ଆଜ୍ଞାପ୍ତ; ଆଦିଷ୍ଟ —୨,. Commanded; ordered.
- ୩. କ୍ଷମତା ପ୍ରାପ୍ତ — ୩. Authorised; commissioned.
- ୪. ନିଯୋଜିତ —୪. Engaged; employed.
- ୫. ବିସର୍ଜିତ —୫. Abandoned.
- ୬. ବିତାଡ଼ିତ; ଧକ୍କା ଦିଆଯାଇଥିବା (ହିନ୍ଦୀ - ଶ) — ୬. Driven away; pushed away.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଈଶ୍ୱରଦୂତ; ପଏଗମ୍ୱର —୧. Apostle, Divine messanger, messiah.
- ୨. ଦୂତ; ବାର୍ତ୍ତାବହ — ୨. A messenger; a news-carrier.
- ୩. କ୍ଷମତାପ୍ରାପ୍ତ କାରପରଦାଜ — ୩. Attorney authorised agent.