Jump to content

ପ୍ରେଷ

ଉଇକିଅଭିଧାନ‌ରୁ

ପ୍ରେଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଈଷ୍ ଧାତୁ=ଇଛା କରିବା ଣିଚ୍ ପ୍ରେଷି ଧାତୁ+ ଭାବ. ଅ)

[ସମ୍ପାଦନା]
୧. ପ୍ରେରଣ —୧. Sending. directing.
୨. ପୀଡ଼ା; କ୍ଳେଶ — ୨. Pang, suffering pain.
୩. ମର୍ଦ୍ଦନ —୩. Pressing; rubbing.
୪. ଉନ୍ମାଦ — ୪. Phrenzy; intoxication; insanity.