Jump to content

ପ୍ରେଷକ

ଉଇକିଅଭିଧାନ‌ରୁ

ପ୍ରେଷକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରେଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଇଷ୍ ଧାତୁ ଣିଚ୍+କର୍ତ୍ତୃ, ଅକ)

[ସମ୍ପାଦନା]
୧. ପ୍ରେରକ —୧. Sending.
୨. ଆଜ୍ଞାଦାତା —୨. Commanding.
୩. ନିୟୋଜନକାରୀ —୩. Employing.