Jump to content

ପ୍ରେଷଣା

ଉଇକିଅଭିଧାନ‌ରୁ

ପ୍ରେଷଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରେଷିତ, ପ୍ରେଷଣୀୟ, ପ୍ରେଷିତବ୍ୟବିଣ

ସଂସ୍କୃତ - ବିଶେଷ୍ୟ - (ପ୍ର+ଇଷ୍ ଧାତୁ ଣିଚ୍ +ଭାବ. ଅନ)

[ସମ୍ପାଦନା]
୧. ପ୍ରେରଣ; ପଠାଇବା — ୧. Sending; directing.
୨. ଆଜ୍ଞା ଦେବା — ୨. Ordering; directing.