ପ୍ରେଷିତ
ପ୍ରେରିତ (ଦେଖ) - Prerita (See)
ସଙ୍ଗୀତର ସ୍ୱରଧାନ ବିଶେଷ (ଯଥା—ସାରେ, ରେଗା. ଗାମା, ମାପା, ପାଧା, ଧାନି, ନିସା, ସାନି, ନିଧା, ଧାପା, ପାମା, ମାଗା, ଗାରେ, ରେସା—ହିନ୍ଦୀ - ଶ.) — A kind of musical practice.