Jump to content

ପ୍ରେଷ୍ଠ

ଉଇକିଅଭିଧାନ‌ରୁ

ପ୍ରେଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ପ୍ରେଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରିୟ+ଅଧିକାର୍ଥେ. ଇଷ୍ଠ)

[ସମ୍ପାଦନା]

ଅତି ପ୍ରିୟ ପ୍ରିୟତମ; ପ୍ରେୟାନ୍ —Dearest.