ପ୍ରେଷ୍ୟ
ଦେଖଣା
ପ୍ରେଷ୍ୟ
ଉଚ୍ଚାରଣ
[ସମ୍ପାଦନା](ପ୍ରେଷ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ଇଷ୍ ଧାତୁ +କର୍ମ. ଯ)
[ସମ୍ପାଦନା]- ୧. ଆଦିଷ୍ଟ — ୧. Ordered.
- ୨. ନିଯୁକ୍ତ —୨. Engaged; employed.
- ୩. ପ୍ରେରିତ —୩. Sent.
- ୪. ପ୍ରେରଣୀୟ —୪. Fit to be sent or engaged.
ବିଶେଷ୍ୟ -
[ସମ୍ପାଦନା]- ୧. ଭାତ୍ୟ; ଦାସ —୧. Servent; attendant.
- ୨. ଦୂତ —୨. Messenger.