ପ୍ରେସିଡେଣ୍ଟ
ଦେଖଣା
ପ୍ରେସିଡେଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରେସିଡେଣ୍ଟ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ସଭାର ସଭାପତି — ୧. Chairman of a meeting.
- ୨. ଫ୍ରାନ୍ସ ଓ ଆମେରିକା ଯୁକ୍ତରାଜ୍ୟ ଆଦି ପ୍ରଜାତନ୍ତ୍ର ରାଜ୍ୟର ନର୍ବାଚିତ ପ୍ରଧାନ ଶାସନକର୍ତ୍ତା — ୨. The president of a republic.
- ୩. ଗ୍ରାମ୍ୟ ଚଉକିଦାର ଇଉନିଅନର ପଞ୍ଚାଏତମାନଙ୍କର ସଭାପତି —୩. The president panchayet of a Chaukidari union.