Jump to content

ପ୍ରେସିଡେନ୍ସି

ଉଇକିଅଭିଧାନ‌ରୁ

ପ୍ରେସିଡେନ୍ସି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଇଂରାଜଶାସିତ ଭାରତର ଶାସନ ବିଭାଗର ଭିନ୍ନ ଭିନ୍ନ ପ୍ରଦେଶ — ୧. Presidency; province.

[ଦ୍ରଷ୍ଟବ୍ୟ —ଭାରତରେ ବଙ୍ଗ, ମନ୍ଦ୍ରାଜ ଓ ବୋମ୍ୱେଇ ଏହି ୩ଟି ପ୍ରଦେଶ ପ୍ରେସିଡେନ୍ସ ନାମରେ ଖ୍ୟାତ]

୨. ପ୍ରେସିଡେଣ୍ଟସଙ୍କ ପଦ ବା କର୍ମ — ୨. The duites or position of a President.