ପ୍ରେସ୍
ଦେଖଣା
ପ୍ରେସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ପ୍ରିଣ୍ଟିଙ୍ଗ୍ ପ୍ରେସ; ଛାପାଯନ୍ତ୍ର; ମୁଦ୍ରାଯନ୍ତ୍ର — ୧. Press; printing machine.
- ୨. ଛାପାଖାନା; ମୁଦ୍ରାନ୍ତ୍ରାଳୟ — ୨. The place where printing machine is worked.
- ୩. ଚାପ ଦେବାର କଳ —୩. Press; pessing machine
- ୪. (ଇଂରାଜୀ - ପ୍ରେସର) ଚାପ —୪. Pressure.