ପ୍ରେସ୍ ଆକ୍ଟ
(ପ୍ରେସ ଆଇନ୍—ଅନ୍ୟରୂପ)
ମୁଦ୍ରାଯନ୍ତ୍ରରେ ମୁଦ୍ରିତ ପୁସ୍ତକ ଓ ସଂବାଦପତ୍ର ଆଦିର ନିମନ୍ତ୍ରଣ ଯେଉଁ ଆଇନଦ୍ୱାରା କରା ଯାଇଅଛି —The Press Act; the press law