ପ୍ରୋକ୍ଷଣ
ଦେଖଣା
ପ୍ରୋକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ପ୍ରୋକ୍ଷିତ, ପ୍ରୋକ୍ଷଣୀୟ, ପ୍ରୋକ୍ଷିତବ୍ୟବିଣ
ସଂସ୍କୃତ - ବିଶେଷ୍ୟ - (ପ୍ର+ଉକ୍ଷ୍ ଧାତୁସେଚନ କରିବା+ଅନ)
[ସମ୍ପାଦନା]- ୧. ସେଚନ; ଛିଞ୍ଚିବା —୧. Sprinkling.
- ୨. ଯଜ୍ଞୀୟ ପଶୁ ବା ବଳି ଦିଆଯାଇଥିବା ଜୀବ ଉପରେ ମନ୍ତ୍ରପାଠପୂର୍ବକ ପାଣି ଛିଞ୍ଚିବା — ୨. Sprinkling of water on the victim of a sacrifice by uttering some formulae.
- ୩. (+ ଅଧିକରଣ. ଅନ)—ପଶୁବଳି — ୩. Sacrifice of a victim.
- ୪. ବଧ (ହିନ୍ଦୀ - ଶ) —୪. Killing.
- ୫. ପଶୁବଳି ଦିଆଯିବା ସମୟରେ ଉଚ୍ଚାରିତ ମନ୍ତ୍ର — ୫. A text to be repeated at an animal sacrifice (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୋଛାପୋଛି —Rubbing.
ସେବକ ନାପିତ ଲଗାଇ ମର୍ଦ୍ଦନ ପ୍ରୋକ୍ଷଣ କରାଇ ଭୂପତି, ପ୍ରେମପଞ୍ଚାମୃତ