ପ୍ରୋକ୍ଷଣି
ଦେଖଣା
ପ୍ରୋକ୍ଷଣି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜଳସେଚନ ପାତ୍ର — ୧. Sprikling pot.
- ୨. ବଳିଉପରେ ଛିଞ୍ଚାଯିବା ଜଳ —୨. Water sprinkled over a victim (Apte).
- ୩. ବଳି ଉପରେ ଛିଞ୍ଚାଯିବା ଜଳ ରହିବା ପାତ୍ର — ୩. The vesel containing the holy water sprinkled over a victim.
- ୪. ହୋମାଦି ସମୟରେ ଅନାମିକା ଆଙ୍ଗୁଠିରେ ପିନ୍ଧା ଯିବା କୁଶର ମୁଦ୍ରିକା —୪. A ring made of Kusa grass worn on the ring finger during a Vedic sacrifice.